ବୈଜ୍ଞାନିକମାନେ ଚାଷୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଜରୁରୀ: କୃଷିମନ୍ତ୍ରୀ

ଡେସ୍କ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଉତ୍ପାଦିତ ଦ୍ରବ୍ୟର ପରିମାଣ ବୃଦ୍ଧି କରିବା ପାଇଁ ବୈଜ୍ଞାନିକମାନେ କୃଷକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଆବଶ୍ୟକ। ନୂଆଦିଲ୍ଲୀରେ ଭାରତୀୟ କୃଷି ଗବେଷଣା ପରିଷଦର ୯୬ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରିବା ପରେ ଶ୍ରୀ ଚୌହାନ ଏହା କହିଛନ୍ତି। କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ସମେତ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ହାସଲ କରିବା ପାଇଁ ବୈଜ୍ଞାନିକ, ବିଶ୍ୱବିଦ୍ୟାଳୟ ଓ … Continue reading ବୈଜ୍ଞାନିକମାନେ ଚାଷୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବା ଜରୁରୀ: କୃଷିମନ୍ତ୍ରୀ