ଏହି ଝିଅଙ୍କ ବାପାକୁ ଗିରଫ କରାଯାଉ ବୋଲି ଭିଡିଓ ଦେଖି ଏମିତି କହିଲେ ଲୋକେ..

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଭିଡିଓରେ ରାସ୍ତାରେ ଏକ ଶିଶୁ ସ୍କୁଟି ଚଲାଉଥିବା ସହ ତାଙ୍କ ବାପା ସ୍କୁଟି ପଛରେ ବସିଛନ୍ତି । ଭିଡିଓଟି ମହାରାଷ୍ଟ୍ରର ବୋଲି ଜଣାପଡିଛି । ଶିଶୁଟି ସ୍କୁଲ ପୋଷାକ ପିନ୍ଧିଥିବା ମଧ୍ୟ ଭିିଡିଓରେ ଦେଖିପାରିବେ । View this post on Instagram A post shared by Chhatrapati … Continue reading ଏହି ଝିଅଙ୍କ ବାପାକୁ ଗିରଫ କରାଯାଉ ବୋଲି ଭିଡିଓ ଦେଖି ଏମିତି କହିଲେ ଲୋକେ..