ସ୍କୁଲ ବସ୍ ଦୁର୍ଘଟଣା – ଅଧ୍ୟକ୍ଷ ଗିରଫ

ଡେସ୍କ: ହରିୟାଣାର ମହେନ୍ଦ୍ରଗଡ଼ରେ ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଓଲଟି ପଡ଼ିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହେବାର କିଛି ଘଣ୍ଟା ପରେ ସ୍କୁଲର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ହରିୟାଣା ପରିବହନ ମନ୍ତ୍ରୀ ଅସୀମ ଗୋଏଲ କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରିବ। ୪ ସହରରେ ଆଜି ଏପ୍ରିଲ ମାସର ସବୁଠୁ ଥଣ୍ଡା ଦିନ ସ୍କୁଲ ବିରୋଧରେ ଏତଲା ରୁଜୁ କରାଯିବ। ଚଳିତ ବର୍ଷ … Continue reading ସ୍କୁଲ ବସ୍ ଦୁର୍ଘଟଣା – ଅଧ୍ୟକ୍ଷ ଗିରଫ