ଯେଉଁ ଖବରକାଗଜରେ କ୍ଷମା ପ୍ରାର୍ଥନା କରାଯାଇଛି, ସେସବୁ ଦାଖଲ କର
ଡେସ୍କ: ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ପ୍ରତ୍ୟେକ ଖବରକାଗଜର ମୂଳ ପୃଷ୍ଠା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଉଭୟଙ୍କୁ ବ୍ୟକ୍ତିଗତ ହାଜର ହେବାରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମୁକ୍ତ କରିଛନ୍ତି। ପତଞ୍ଜଳୀ ଆୟୁର୍ବେଦ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କିତ ଏକ ଅବମାନନା ଆବେଦନର ଶୁଣାଣି କରି କୋର୍ଟ ରେଜିଷ୍ଟ୍ରିକୁ ଫାଇଲ କରିବା ପରେ ଏହାକୁ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, … Continue reading ଯେଉଁ ଖବରକାଗଜରେ କ୍ଷମା ପ୍ରାର୍ଥନା କରାଯାଇଛି, ସେସବୁ ଦାଖଲ କର
Copy and paste this URL into your WordPress site to embed
Copy and paste this code into your site to embed