ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ

ଡେସ୍କ: ଦେଶରେ ନିଯୁକ୍ତି ପାଉଥିବା ମହାଲେଖା ନିରୀକ୍ଷକଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ବିକାଶ ସିଂଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରିଥିଲେ। ଏଥିରେ ମହାଲେଖା ନିରୀକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା ନ ଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟ ମହାଲେଖା ନିରୀକ୍ଷକ ନିଯୁକ୍ତି ପ୍ରକ୍ରିୟା ମୁକ୍ତ, ନିରପେକ୍ଷ ଓ ସ୍ଵଛ କି ନୁହେଁ, ତାହା ଉପରେ ଜବାବ … Continue reading ମହାଲେଖା ନିରୀକ୍ଷକ ନିଯୁକ୍ତି ନେଇ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ