ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅଡୁଆରେ ପତଞ୍ଜଳି, ସୁପ୍ରିମକୋର୍ଟରେ ମାମଲା

ଡେସ୍କ: ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦର ବିଜ୍ଞାପନ ଉପରେ ମଧ୍ୟ ଅଦାଲତ ରୋକ୍ ଲଗାଇଛନ୍ତି। ଚମତ୍କାର କଲା ଜାପାନର ଚନ୍ଦ୍ରଯାନ ସ୍ଲିମ୍‌; ଜାଡ଼ ରାତିକୁ ମାତ୍‌ ଦେଇ ପୁଣି ହେଲା ସକ୍ରିୟ ଆଲୋପାଥି ବିରୋଧରେ ମିଥ୍ୟା ସୂଚନା ପାଇଁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)ର ଏକ ଆବେଦନର ଶୁଣାଣି କରି … Continue reading ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅଡୁଆରେ ପତଞ୍ଜଳି, ସୁପ୍ରିମକୋର୍ଟରେ ମାମଲା