କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ

ଡେସ୍କ: ୯୦ ଦିନ ସମୟ ମାଗିଥିବା ଷ୍ଟେଟ ବ୍ୟାଙ୍କ ମାତ୍ର ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଦାଖଲ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆଜି ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦାଖଲ କରି ସୁପ୍ରିମକୋର୍ଟଙ୍କ କଠୋର ଆଦେଶ ପାଳନ କରିଛି। ବ୍ୟାଙ୍କର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏକ ସତ୍ୟପାଠ ପ୍ରଦାନ କରି ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ନିଶ୍ଚିତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ ଆୟୋଗ ଶୁକ୍ରବାର ଅପରାହ୍ନ … Continue reading କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ