ମାଗଣା ବିଜୁଳି ପାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେମିତି..

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପିଏମ୍‌‌ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା (PM surya ghar muft bijili  yojana) ଅନୁଯାୟୀ, ୩୦୦ ୟୁନିଟ୍‌‌ ମାଗଣା ବିଜୁଳିର ଲାଭ ଦେବାକୁ ଏହା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଭାରତୀୟ ନାଗରିକ ଏହାର ଲାଭ ପାଇ ପାରିବେ। ମାତ୍ର ଆବେଦନକାରୀଙ୍କ ଘରର ଛାତ ଉପରେ ସୋଲାର୍‌‌ ପ୍ୟାନେଲ୍‌‌ ଲଗାଇବାକୁ ପର୍ଯ୍ୟପ୍ତ ସ୍ଥାନ ଥିବା ଆବଶ୍ୟକ। ପିଏମ୍‌‌ ସୂର୍ଯ୍ୟ ଘର ଯୋଜନା ଅନୁଯାୟୀ, ସରକାର ସବ୍‌‌ସିଡି ମଧ୍ୟ … Continue reading ମାଗଣା ବିଜୁଳି ପାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ କେମିତି..