ନିର୍ବାଚନ ବଣ୍ଡ୍ – ୧୧ରେ ଏସ୍ବିଆଇ ଆବେଦନର ଶୁଣାଣି
ନୂଆଦିଲ୍ଲୀ: ଇଲେକ୍ଟେରାଲ ବଣ୍ଡ୍ (ନିର୍ବାଚନ ବଣ୍ଡ୍) ସମ୍ପର୍କିତ ତଥ୍ୟ ପ୍ରଦାନ ପାଇଁ ଅଧିକ ଦିନ ମହଲତ ଦେବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) କରିଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ୧୧ ତାରିଖରେ ଶୁଣାଣି କରିବେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ୫ଜଣ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ପୀଠ ଏସ୍ବିଆଇ ଆବେଦନର ଶୁଣାଣି କରିବେ। ଏହା ସହିତ ଏସ୍ବିଆଇ ବିରୋଧରେ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ୍ସ (ଏଡିଆର) ଓ କମନ … Continue reading ନିର୍ବାଚନ ବଣ୍ଡ୍ – ୧୧ରେ ଏସ୍ବିଆଇ ଆବେଦନର ଶୁଣାଣି
Copy and paste this URL into your WordPress site to embed
Copy and paste this code into your site to embed