ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..

ହିନ୍ଦୁ ପଞ୍ଜିକା ଅନୁଯାୟୀ, ଶ୍ରାବଣ ମାସ ୨୨ ଜୁଲାଇରୁ ଆରମ୍ଭ ହେବ । ଭଗବାନ ଶିବଙ୍କୁ ଏହି ମାସ ସମର୍ପିତ । ଶ୍ରାବଣ ମାସରେ ଭଗବାନ ଶିବଶଙ୍କରଙ୍କ ପୂଜାର୍ଚ୍ଚନା କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏହି ମାସରେ କିଛି ସ୍ୱତନ୍ତ୍ର ଉପାୟ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ । ମହାଦେବଙ୍କ କୃପାରୁ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏହି ମାସରେ ଭଗବାନଙ୍କ ଜଳାଭିଷେକ କରାଯାଏ । ଜାଣନ୍ତୁ … Continue reading ଶ୍ରାବଣ ମାସ : ବାସ୍‌ ଏହି ସରଳ ଉପାୟ ଦୂର କରିବ ବିବାହ ଠାରୁ ଚାକିରି, ସ୍ୱାସ୍ଥ୍ୟ ସମସ୍ୟା..