ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା

ଡେସ୍କ: ୨୦୨୪ ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ଯୋଡି ମାଲେସିଆର ଜୁନାଇଦି ଆରିଫ ଓ ରୟ କିଙ୍ଗ ୟାପଙ୍କୁ ୨୧-୭, ୨୧-୧୪ ସ୍କୋରରେ ପରାସ୍ତ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬୯.୧୬% ମତଦାନ ଏହା ପୂର୍ବରୁ ଅଶ୍ୱିନୀ ପୋନ୍ନାପ୍ପା ଓ ତନିଶା କ୍ରାଷ୍ଟୋ ଦକ୍ଷିଣ କୋରିଆର ଲି ୟୁ ଲିମ୍ ଓ ସିନ୍ … Continue reading ଥାଇଲାଣ୍ଡ ଓପନ୍ ସେମିଫାଇନାଲରେ ସାତ୍ଵିକ-ଚିରାଗ ଓ ଅଶ୍ୱିନୀ-ତନିଶା