ଶନିବାର ବାସ୍ ଏହି ଗୋଟିଏ ଜିନିଷ ଦାନ କରନ୍ତୁ : ଦୂର ହେବ ଶନି ଦଶା, ମିଳିବ କୃପା..

ଶନିଦେବତାଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ। ପ୍ରତ୍ୟେକ ମନୁଷ୍ୟଙ୍କୁ ନିଜ କର୍ମ ଅନୁଯାୟୀ ଶନିଦେବ ଫଳ ପ୍ରଦାନ କରି ଥାଆନ୍ତି। ଜାତକରେ ଶନିଙ୍କ ସ୍ଥିତି ଦୁର୍ବଳ ଥିଲେ, ଜୀବନରେ ସମସ୍ୟା ଲାଗି ରହିଥାଏ। ମାତ୍ର ଜାତକରେ ଶନିଙ୍କ ସ୍ଥିତି ଭଲ ଥିଲେ, ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ।ଶନି ଦେବଙ୍କୁ ଶାନ୍ତ କରିବା ପାଇଁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏଭଳି କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ,ଯାହାର ପାଳନ କରିବା ଦ୍ୱାରା ଶନିଦେବଙ୍କ … Continue reading ଶନିବାର ବାସ୍ ଏହି ଗୋଟିଏ ଜିନିଷ ଦାନ କରନ୍ତୁ : ଦୂର ହେବ ଶନି ଦଶା, ମିଳିବ କୃପା..