ଶନିଙ୍କ ପୂଜା ସମୟରେ ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌ : ନଚେତ୍‌‌..

ଶନିଦେବତା କର୍ମ ଅନୁଯାୟୀ, ଫଳ ପ୍ରଦାନ କରି ଥାଆନ୍ତି। ଶନିବାର ଦିନ ଶନିଦେବଙ୍କୁ ସମର୍ପିତ। ଏହି ଦିନ ପ୍ରଭୁଙ୍କୁ ବିଧି ବିଧାନ ସହ ପୂଜା କଲେ ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶନିଙ୍କ ଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖଶାନ୍ତି ସର୍ବଦା ରହିଥାଏ। ଶନି ଦେବଙ୍କ କୃପା ଦ୍ୱାରା ସୁଖସମୃଦ୍ଧି,ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, କଦାପି ସିଧାସଳଖ ଶନିଦେବଙ୍କ ଚକ୍ଷୁକୁ ଦେଖନ୍ତୁ ନାହିଁ। ଶନିଙ୍କୁ ପୂଜା କରିବା ସମୟରେ ସବୁବେଳେ … Continue reading ଶନିଙ୍କ ପୂଜା ସମୟରେ ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌ : ନଚେତ୍‌‌..