ସଂତୃପ୍ତ ମିଶ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ

ଡେସ୍କ: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଃ ସଂତୃପ୍ତ ମିଶ୍ରଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ଏ ନେଇ ଦଳୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଆଜି ମଧ୍ୟ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ଏହା ଛଡା ସଞ୍ଜୟ କୁମାର ଦାସବର୍ମାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି ସଭାପତି। ୨୦୨୪ ନିର୍ବାଚନରେ ଭୋଟ ଦେବେ ୯୬.୮୮ କୋଟି, ୨ କୋଟିରୁ ଅଧିକ ଯୁବ ଭୋଟର ସାମିଲ … Continue reading ସଂତୃପ୍ତ ମିଶ୍ର ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ