ପଶ୍ଚିମବଙ୍ଗ ସନ୍ଦେଶଖାଲି ଗସ୍ତ କଲେ ମାନବାଧିକାର ଆୟୋଗ ଟିମ୍

ଡେସ୍କ: ଜାତୀୟ ମାନବାଧିକାର ଆୟୋଗର ୫ ଜଣିଆ ଟିମ୍ ଆଜି ସନ୍ଦେଶଖାଲି ଗସ୍ତ କରିଛନ୍ତି। ଆୟୋଗର ଅଧ୍ୟକ୍ଷା ବିଜୟ ଭାରତୀ ସାୟାନୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଥିଲା। ଟିମର ୩ ଜଣ ସଦସ୍ୟ ଜେଲିଆଖାଲି ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସଦସ୍ୟ ସନ୍ଦେଶଖାଲି ଥାନାକୁ ଯାଇଥିଲେ। ଏହି ଟିମ୍ ସନ୍ଦେଶଖାଲି ବ୍ଲକର ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। କେମିତି କମ କରିବେ ବିଜୁଳି ବିଲ Related Posts … Continue reading ପଶ୍ଚିମବଙ୍ଗ ସନ୍ଦେଶଖାଲି ଗସ୍ତ କଲେ ମାନବାଧିକାର ଆୟୋଗ ଟିମ୍