ସାମସଙ୍ଗ ଆଣିଲା ନୂଆ ମଡେଲ, କମ୍ ଦାମରେ ବହୁତ ଫିଚର୍

ନୂଆଦିଲ୍ଲୀ : ସାମସଙ୍ଗ ନିଜ ନୂଆ ସ୍ମାର୍ଟଫୋନ ବଜାରକୁ ନେଇଆସିଛି । ଏହା ଗାଲାକ୍ସି ଏମ-ସିରିଜର ଏମ ୩୫ । ଏହି ସ୍ମାର୍ଟଫୋନ୍ ବଡ ବ୍ୟାଟେରୀ, ୧୨୦ ହର୍ଜ ରିଫ୍ରେଶ୍ ରେଟ୍ ବିଶିଷ୍ଟ ଆମୋଲେଡ୍ ଡିସପ୍ଲେ ଓ ଗ୍ୟାଲେକ୍ସି ଓ୍ବାଲେଟ୍ ଭଳି ଫିଚର୍ସ ସହିତ ଆସିଥାଏ । ଫୋନରେ ଏନଏଫସିର ମଧ୍ୟ ସପୋର୍ଟ ମିଳିଥାଏ । ସାମସଙ୍ଗର ଏହି ଫୋନ୍ ମିଡ୍ ରେଞ୍ଜ ବଜେଟରେ ଆସିଥାଏ । କମ୍ପାନୀ ଏହାକୁ ୩ କନଫିଗ୍ରେସନରେ ଲଞ୍ଚ୍ କରିଥିଲା । … Continue reading ସାମସଙ୍ଗ ଆଣିଲା ନୂଆ ମଡେଲ, କମ୍ ଦାମରେ ବହୁତ ଫିଚର୍