ଲକ୍ଷାଧିକ ଟଙ୍କାର ଧଳାଜହର ଜବତ ; ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଅଞ୍ଚଳରେ ବେଆଇନ ନିଶା କାରବାର ଜୋରସୋରରେ ଚାଲିଥିବାର ବାରମ୍ବାର ଅଭିଯୋଗ ପରେ ପୁର୍ନବାର ଅବକାରୀ ବିଭାଗ ପକ୍ଷରୁ ସକ୍ରିୟତା ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ସମ୍ବଲପୁର ଜିଲା ଅବକାରୀ ସଦର – ୧ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଗତ କିଛି ଦିନ ହେବ ଅବୈଧ୍ୟ ଧଳାଜହର ବେପାରୀଙ୍କ ଉପରେ ନଜର ରଖାଯାଇଥିଲା। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ମହମ୍ମଦ ସେହୱାଜ … Continue reading ଲକ୍ଷାଧିକ ଟଙ୍କାର ଧଳାଜହର ଜବତ ; ୨ ଗିରଫ