ସମ୍ବଲପୁରରେ ହେବ ବିଗ୍‍ ଫାଇଟ୍‍: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର

ସମ୍ବଲପୁର: ଲୋକସଭା ନିର୍ବାଚନରେ ଏଥର ସମ୍ବଲପୁର ଆସନରେ ବଡ ଲଢେଇ ହେବ । ଏଠାରେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇବେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ନେତା ଗତ କିଛି ମାସ ହେବ ସମ୍ବଲପୁର ଅଂଚଳରେ ବେଶ ଦବଦବା ଜାହିର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବାରମ୍ବାର ସମ୍ବଲପୁର ଗସ୍ତ କରିବା ସହ ଲୋକଙ୍କ ସହ ମିଶିଥିଲେ । ମୋଦୀ ସରକାରଙ୍କ ବିକାଶମୂଳକ … Continue reading ସମ୍ବଲପୁରରେ ହେବ ବିଗ୍‍ ଫାଇଟ୍‍: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର