କୁମ୍ଭାରପଡାରେ ଜଳ ସମସ୍ୟା, ପାନୀୟ ଜଳ ଯୋଗାଣ ପାଇଁ ଦାବି

ସମ୍ବଲପୁର: ମହାନଗର ନିଗମ ଅର୍ନ୍ତଗତ ୩୧ ନଂ ୱାର୍ଡ ଅଧିନସ୍ଥ କୁମ୍ଭାରପଡା ଠାରେ ଲାଗି ରହିଥିବା ଜଳ ସମସ୍ୟାକୁ ଦୂର କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ହୋଇଛି। ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଗତ ୨ ମାସ ହେବ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଯଦି କୌଣସି ସମୟରେ ଜଳ ଯୋଗାଣ ହେଉଛି, ତାହା ହେଲେ ତାହା ଆବଶ୍ୟକତାରୁ ବହୁତ କମ ରହୁଛି। ଏ ନେଇ ବାରମ୍ବାର କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ … Continue reading କୁମ୍ଭାରପଡାରେ ଜଳ ସମସ୍ୟା, ପାନୀୟ ଜଳ ଯୋଗାଣ ପାଇଁ ଦାବି