ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ବିବାଦ ଘେରକୁ ଆସିଛନ୍ତି। ଏଥର ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରି ସମାଲୋଚନାର ଶିକାର ହୋଇଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେ ଚାଇନିଜ୍‌, ଆରବ, ଶ୍ଵେତ ଏବଂ ଆଫ୍ରିକୀୟଙ୍କ ସହିତ ତୁଳନା କରିଛନ୍ତି। ଭାରତରେ ବିବିଧତା ଏବଂ ଗଣତନ୍ତ୍ର ବିଷୟରେ ସାକ୍ଷାତକାର ଦେବା ସମୟରେ ସେ ଏଭଳି କହିଛନ୍ତି। ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସ ସଭାପତି ପିଟ୍ରୋଡା କହିଥିଲେ, ଆମେ ବିଶ୍ଵରେ ଗଣତନ୍ତ୍ରର ଏକ … Continue reading ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା