କାହା ଟାର୍ଗେଟରେ ଅଭିନେତା ସଲମାନ…ଇମେଲ ଖୋଲିବ ଗୁମର

ଡେସ୍କ: ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରାରେ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିଲେ। ପୁଲିସ ଅଧିକାରୀଙ୍କ କହିବାନୁସାରେ, ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହାପରେ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସଲମାନଙ୍କ ବାସଭବନ ବାହାରୁ ସକାଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇଥିବାର ଦୃଶ୍ୟ ମଧ୍ୟ ଅନଲାଇନରେ ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ଘର ବାହାରେ … Continue reading କାହା ଟାର୍ଗେଟରେ ଅଭିନେତା ସଲମାନ…ଇମେଲ ଖୋଲିବ ଗୁମର