ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ଶୋଭା ପାଇବ ସତ୍ୟବାଦୀର କତା ଶିଳ୍ପର କଳାକୃତି

ସାକ୍ଷୀଗୋପାଳ: ଦେଶର ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ସତ୍ୟବାଦୀର କତା ଶିଳ୍ପ କାରିଗର ଡଲି ଦାସଙ୍କ ଦ୍ୱାରା କତାରେ ନିର୍ମିତ ଏକ ତାଳ ଗଛ ଶୋଭା ପାଇବ। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁର ପଞ୍ଚାୟତର ବିଶ୍ୱନାଥ ପୁର ଗ୍ରାମର ବିଶିଷ୍ଟ କତା ଶିଳ୍ପ କାରିଗର ଡଲି ଦାସ। ସୁଶ୍ରୀ ଦାସଙ୍କ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥାନ୍ତି। ଗତ ଡିସେମ୍ବର ୨୦୨୩ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ତୋଷାଳୀ … Continue reading ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ଶୋଭା ପାଇବ ସତ୍ୟବାଦୀର କତା ଶିଳ୍ପର କଳାକୃତି