ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର

ସାକ୍ଷିଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମଠ ସାହି ତାଲିମକେନ୍ଦ୍ରରେ ନିର୍ମିତ ପଟ୍ଟଚିତ୍ର ଅଯୋଧ୍ୟା ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ। ତାଲିମକେନ୍ଦ୍ରର ଶିକ୍ଷକ ନୀଳମଣି ଜେନା ଏହି ପଟ୍ଟଚିତ୍ର ପ୍ରସ୍ତୁତ କରିଛନ୍ତି। ୮ ଫୁଟ ଲମ୍ବ ଓ ୩.୪ ଫୁଟ ଓସାର ବିଶିଷ୍ଟ ଏହି ପଟ୍ଟଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମବୃତ୍ତାନ୍ତ, ପିତୃସତ୍ୟ ପାଳନ, ବନବାସ ଗମନ, ସୀତାହରଣ, ବାନରସେନା ଓ ହନୁମାନଙ୍କ ମିତ୍ରତା, ଲଙ୍କା ବିଜୟ, ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ, ରାମରାଜ୍ୟ ଆଦି ବିଷୟବସ୍ତୁ … Continue reading ଶ୍ରୀରାମ ଲାଲାଙ୍କ ମନ୍ଦିରରେ ଶୋଭାପାଇବ ସତ୍ୟବାଦୀର ପଟ୍ଟଚିତ୍ର