ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର-ଚିକିତ୍ସା ପାଇଁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ – ପ୍ରବଳ ମୁଣ୍ଡ ବଥା ପରେ ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଆପୋଲୋରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ରକ୍ତଜମାଟ ସହ ଅନ୍ୟ ସମସ୍ୟା ପାଇଁ ଜରୁରୀ କାଳୀନ ଅସ୍ତ୍ରୋପଚାର କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ମାର୍ଚ୍ଚ ୧୭ ତାରିଖରେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା କଥା ଜଣା ପଡିଥିଲା । ଏମ୍‌ଆର୍‌ଆଇରୁ ତାଙ୍କ ମସ୍ତଷ୍କରେ ରକ୍ତ ଜମାଟ ବାନ୍ଧିଥିବା … Continue reading ସଦ୍‌ଗୁରୁ ଜଗ୍ଗୀ ବାସୁଦେବଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର-ଚିକିତ୍ସା ପାଇଁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି