ହିସାରରୁ ନିର୍ବାଚନ ଲଢ଼ିବେ ଭାରତର ଧନୀ ମହିଳା
ସମାଜ ଡିଜିଟାଲ ଡେସ୍କ: ଭାରତର ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ହରିୟାଣାର ହିସାର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ସାବିତ୍ରୀ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ତଥା କୁରୁକ୍ଷେତ୍ର ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା’। ତେବେ ସାବିତ୍ରୀ ବିଜେପିରୁ ନିର୍ବାଚନ ଲଢ଼ିବେ ନାହିଁ। ସେ ସ୍ଵାଧୀନ ଭାବେ କିମ୍ବା ଅନ୍ୟ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ୩୯.୫ ଶହ କୋଟି ଡଲାର ସମ୍ପତ୍ତିର ମାଲିକ ସାବିତ୍ରୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିଆସିଛନ୍ତି। ଗତ … Continue reading ହିସାରରୁ ନିର୍ବାଚନ ଲଢ଼ିବେ ଭାରତର ଧନୀ ମହିଳା
Copy and paste this URL into your WordPress site to embed
Copy and paste this code into your site to embed