ସବର ସମାଜର ନୀଳମାଧବ ପୂଜା

ଘଣ୍ଟାପଡା : କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ସୌରୀବେଙ୍ଗେସ ଗ୍ରାମରେ ନୀଳମାଧବ ଆଞ୍ଚଳିକ ପୂଜା କମିଟି ପକ୍ଷରୁ ପ୍ରଭୁ ନୀଳମାଧବଙ୍କ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସବର(ସଉରା) ସମାଜର ପୂଜକ କୃଷ୍ଣଚନ୍ଦ୍ର ଭୋଇଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମାପନ କରାଯାଇଥିଲା । ଉକ୍ତ ପୂଜାରେ ଲଳିତ ଭୋଇ କର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ । ପୂଜା କମିଟି ସଭାପତି ନବଘନ ଭୋଇ, ସମ୍ପାଦକ ବିସିକେଶନ ନାଏକ, ପୁରୁଷୋତ୍ତମ ବିଶ୍ୱାଳ, ସତ୍ୟବନ୍ତ ଭୋଇ, କବିବନ୍ତ … Continue reading ସବର ସମାଜର ନୀଳମାଧବ ପୂଜା