ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ

ନୂଆଦିଲ୍ଲୀ : ଅଧିକାଂଶ ସମୟରେ ଆପଣ ଦେଖିଥିବେ ଓ ଶୁଣିଥିବେ ଶ୍ୱଶୁର ଘରେ ଜ୍ୱାଇଁଙ୍କ ସ୍ୱାଗତ ସ୍ୱତନ୍ତ୍ର ଭାବେ କରାଯାଏ । ଦେଶର ଅନେକ ସ୍ଥାନରେ ଏହି ପରମ୍ପରା ଅନେକ ସମୟରୁ ଚାଲୁ ଆସୁଛି । ଜ୍ୱାଇଁଙ୍କ ସ୍ୱାଗତ ପାଇଁ ଶ୍ୱଶୁର ଘର ଲୋକେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଥାଆନ୍ତି । ଆନ୍ଧ୍ର ପ୍ରଦେଶର କାକିନାଡା ଜିଲାରେ ଜ୍ୱାଇଁଙ୍କ ପ୍ରସ୍ତୁତ ହୋଇଥିବା ରାଜକୀୟ ଖାଦ୍ୟର ଏକ ଝଲକ ଦେଖିବାକୁ ମିଳୁଛି । ଏହାର ଭିଡିଓ … Continue reading ଦେଖନ୍ତୁ ଭିଡିଓ ; ଜ୍ୱାଇଁଙ୍କ ଭବ୍ୟ ସ୍ୱାଗତ ପାଇଁ ଶାଶୁ ତିଆରି କଲେ ୧୦୦ ପ୍ରକାରର ରାଜକୀୟ ଭୋଜନ