ନୂଆବୋହୂ ଭଳି ସଜବାଜ ହେଲା ଏହି ବିମାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ୟୁରୋପୀୟ ଏୟାରଲାଇନ୍ ରୟାନଏୟର ସାମାଜିକ ଗଣମାଧ୍ୟମରେ ଏକ ମଜାଦାର ପୋଷ୍ଟ କରିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏୟାରଲାଇନ ନିକଟରେ ମେଟ ଗାଲାର ୨୦୨୪ ଥିମ ଉପରେ ଏକ ମଜାଳିଆ ପୋଷ୍ଟ ସେୟାର କରିଛି ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏୟାରଲାଇନ୍ ନିଜ ବିମାନର ଏକ ଭାଗରେ ଫୁଲ ଓ ପତ୍ର ଏବଂ ଗୋଲାପି ଲିପଷ୍ଟିକ୍ ଓଠ ପ୍ରସ୍ତୁତ କରି ଫଟୋ ସେୟାର କରିଛି । ଏହା ସହିତ … Continue reading ନୂଆବୋହୂ ଭଳି ସଜବାଜ ହେଲା ଏହି ବିମାନ, ଜାଣନ୍ତୁ କାରଣ