ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍

ନୂଆଦିଲ୍ଲୀ : ବଜାଜ ବିଶ୍ବର ପ୍ରଥମ ସିଏନଜି ମୋଟରସାଇକେଲ ଫ୍ରିଡମ୍ ୧୨୫ ବଜାରକୁ ଆଣିବା ପରେ ଏବେ ଟିଭିଏସ୍ ମଧ୍ୟ ଏହି ତାଲିକାରେ ସାମିଲ ହେବା ପାଇଁ ଲାଗିପଡିଛି । କମ୍ପାନୀ ଏବେ ସିଏନଜି ପ୍ରଯୁକ୍ତିବିଦ୍ୟା ସହିତ ଏହାର ମେକାନିଜମକୁ ମଧ୍ୟ ପ୍ରସ୍ତୁତ କରିସାରିଛି, ଯାହା ଫଳରେ ଭବିଷ୍ୟତରେ ଅନ୍ୟ ସିଏନଜି ଦୁଇଚକିଆନ ଯାନ ଲଞ୍ଚ୍ କରିବାରେ ସହଜ ହେବ । ଏହା ମଧ୍ୟରେ ଟିଭିଏସ୍ ମଧ୍ୟ ସିଏନଜି ସେଗମେଣ୍ଟରେ ଦୁଇଚକିଆନ ଗାଡି ଲଞ୍ଚ୍ କରିବା ପାଇଁ … Continue reading ବଜାଜର ସିଏନଜି ବାଇକ ପରେ ପ୍ରଥମ ସିଏନଜି ସ୍କୁଟର ଆଣିବ ଟିଭିଏସ୍