ବଦଳିଲା ନିୟମ ; ଏଲପିଜି ସିଲିଣ୍ଡର ଠାରୁ କ୍ରେଡିଟ୍ କାର୍ଡ.. ଦେଶରେ ୧ ଜୁନରୁ ହେଲା ଏସବୁରେ ପରିବର୍ତ୍ତନ..

ନୂଆଦିଲ୍ଲୀ : ଜୁନ୍ ମାସ ଆରମ୍ଭ ହୋଇଥିବା ବେଳେ ପହିଲାରୁ ଦେଶରେ ଅନେକ ବଡ ପରିବର୍ତ୍ତନ ଲାଗୁ ହେଉଛି। ଏହାର ପ୍ରଭାବ ସିଧାସଳଖ ଜନ ସାଧାରଣଙ୍କ ପକେଟ୍ ଓ ରୋଷେଇ ଘର ବଜେଟ୍ ଉପରେ ପଡିପାରେ। ଏଥିରେ ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ ପର୍ଯ୍ୟନ୍ତ ସାମିଲ ରହିଛି। ଜାଣନ୍ତୁ ସେହି ୫ଟି ବଡ ପରିବର୍ତ୍ତନ ବିଷୟରେ.. ତୈଳ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ … Continue reading ବଦଳିଲା ନିୟମ ; ଏଲପିଜି ସିଲିଣ୍ଡର ଠାରୁ କ୍ରେଡିଟ୍ କାର୍ଡ.. ଦେଶରେ ୧ ଜୁନରୁ ହେଲା ଏସବୁରେ ପରିବର୍ତ୍ତନ..