ସ୍କୁଲ୍‌ ଫି’ ଦେଖି ହେବେ ଟେରା, ABCD ପଢିବା ପାଇଁ ଦେବାକୁ ପଡିବ ମାସକୁ ୨୧ ହଜାର..

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଏକ ଘରୋଇ ସ୍କୁଲ୍‌ର ଫି’କୁ ନେଇ ସୋସିଆଲ ମିଡିଆରେ ଏପରି କିଛି ଭାଇରାଲ୍‌ ହୋଇଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଯାହାର ନର୍ସରୀ କ୍ଲାସର ବାର୍ଷିକ ଫି’ ୨,୫୧,୦୦୦ ବୋଲି ଦର୍ଶା ଯାଇଛି । ଏହି ସ୍କୁଲ୍‌ ଫି’କୁ ଏକ୍ସରେ ଶେୟାର କରାଯାଇଛି । ସେଥିରେ ଲେଖାଯାଇଛି, ଏବିସିଡି ଶିଖିବା ପାଇଁ ୨୧,୦୦୦ ପ୍ରତି ମାସରେ ଦେବାକୁ ପଡିବ । Class- NurseryFees – Rs 2,51,000/- Now, learning ABCD … Continue reading ସ୍କୁଲ୍‌ ଫି’ ଦେଖି ହେବେ ଟେରା, ABCD ପଢିବା ପାଇଁ ଦେବାକୁ ପଡିବ ମାସକୁ ୨୧ ହଜାର..