ଆମେଥିରୁ ଲଢିବେ କି ରବର୍ଟ ଭଦ୍ରା! ଏମିତି ଦେଲେ ସଙ୍କେତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଥି ଓ ରାୟବରେଲୀ ଭଳି ଭିଭିଆଇପି ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଏଠାରୁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ଭିତରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ଭବର୍ଟ ଭଦ୍ରା ଆମେଥି ଆସନରୁ ନିର୍ବାଚନ ଲଢିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି। ସକ୍ରିୟ ରାଜନୀତିକୁ ରବର୍ଟ ଭଦ୍ରା ଆସିବା ନେଇ ଏକ ସଙ୍କେତ ଦେଇଛନ୍ତି। ଏକ ସାକ୍ଷାତକାରରେ … Continue reading ଆମେଥିରୁ ଲଢିବେ କି ରବର୍ଟ ଭଦ୍ରା! ଏମିତି ଦେଲେ ସଙ୍କେତ