ଋଷଭ ପନ୍ତଙ୍କ ଫିଟନେସ୍‍ ନେଇ ବିସିସିଆଇ ଦେଲା ବଡ ଖବର: ଖୁବଶୀଘ୍ର ଖେଳିବେ . . .

ନୂଆଦିଲ୍ଳୀ: କାର ଦୁର୍ଘଟଣା ପରେ ୨୦୨୨ ଡିସେମ୍ବରରୁ କ୍ରିକେଟ ଠାରୁ ଦୂରେଇ ରହିଛି ଋଷଭ ପନ୍ତ । ହେଲେ ଏବେ ସେ କମବ୍ୟାକ୍‍ କରିବାକୁ ଯାଉଛନ୍ତି । ୨୦୨୪ ଆଇପିଏଲରେ ଋଷଭ ଖେଳିବା ନେଇ ଆଶା ବଢିଛି । ଏସବୁ ଭିତରେ ମଙ୍ଗଳବାର ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା ଋଷଭଙ୍କୁ ନେଇ ବଡ ଖବର ଦେଇଛନ୍ତି । ସେ କହିଛନ୍ତି ପନ୍ତ ଏବେ ସଠିକ୍‍ ଭାବେ ବ୍ୟାଟିଂ ଓ କିପିଂ କରୁଛନ୍ତି । ଖୁବଶୀଘ୍ର ତାଙ୍କୁ … Continue reading ଋଷଭ ପନ୍ତଙ୍କ ଫିଟନେସ୍‍ ନେଇ ବିସିସିଆଇ ଦେଲା ବଡ ଖବର: ଖୁବଶୀଘ୍ର ଖେଳିବେ . . .