କର୍ଣ୍ଣାଟକର କୋଟିପତି ପ୍ରାର୍ଥୀ

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନରେ କର୍ଣ୍ଣାଟକରୁ ପ୍ରାର୍ଥୀ ହୋଇଥିବା ରାଜନେତାଙ୍କ ମଧ୍ୟରୁ ଅନେକ ହେଉଛନ୍ତି କୋଟିପତି। ଏହି କୋଟିପତି ରାଜନେତାଙ୍କ ମଧ୍ୟରେ ରହିଛନ୍ତି ଭେଙ୍କଟରମଣ ଗୌଡା। ଗୌଡା କଂଗ୍ରେସ ଟିକଟରେ ମାଣ୍ଡ୍ୟା ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୨୨ କୋଟି ଟଙ୍କା। ସେହିପରି କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ କଂଗ୍ରେସ ଟିକଟରେ ବେଙ୍ଗାଲୁରୁ ଗ୍ରାମାଞ୍ଚଳ ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି। ସୁରେଶଙ୍କ ସମ୍ପତ୍ତି ପରିମାଣ ୫୯୩ କୋଟି ଟଙ୍କା। ଜେଡି(ଏସ୍‌) … Continue reading କର୍ଣ୍ଣାଟକର କୋଟିପତି ପ୍ରାର୍ଥୀ