ଟ୍ରାକ୍ଟର ସହ ଧାନକଟା ଯନ୍ତ୍ର ଚୋରି, ସିସିଟିଭି ଫୁଟେଜରେ ଛତିଶଗଡ଼ ଅଭିମୁଖେ ଚୋର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ ୫୩ ନଂ ଜାତୀୟ ରାଜପଥ କଡ଼ରେ ଥିବା ରେଙ୍ଗାଲିକ୍ୟାମ୍ପ ପେଟ୍ରୋଲ ପମ୍ପଠାରେ ଦେବାହାଳ ଗ୍ରାମର ଶିଶୁପାଳ ବାରିକଙ୍କ ଟ୍ରାକ୍ଟରରେ ତାଙ୍କର ଏକ ଧନକଟା ଯନ୍ତ୍ର ବୋଝେଇ ହୋଇ ରହିଥିଲା। ପ୍ରକାଶ ଥାଉ କି, ବର୍ତ୍ତମାନ ରବି ଫସଲ ଅମଳ ସମୟରେ ଏହି କୃଷି ଯନ୍ତ୍ରପାତିଗୁଡ଼ିକର ନିତିଦିନିଆ ଭାବରେ ବ୍ୟବହାର ହେଉଥିବାରୁ ଏହି ପେଟ୍ରୋଲ ପମ୍ପରେ କିଛିଦିନ ଧରି ଭାବେ ରହୁଥିଲା। ଏହାର ସୁଯୋଗ ନେଇ ରବିବାର ରାତି ପ୍ରାୟ … Continue reading ଟ୍ରାକ୍ଟର ସହ ଧାନକଟା ଯନ୍ତ୍ର ଚୋରି, ସିସିଟିଭି ଫୁଟେଜରେ ଛତିଶଗଡ଼ ଅଭିମୁଖେ ଚୋର