ଏଡିଆର ଉପରେ ଜଷ୍ଟିସ ଦତ୍ତଙ୍କ ମନ୍ତବ୍ୟ ଅଯଥା ଓ ଆଶ୍ଚର୍ଯ୍ୟଜନକ – ପ୍ରଶାନ୍ତ ଭୂଷଣ
ଡେସ୍କ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ ସହିତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନରେ ଦିଆଯାଇଥିବା ଭୋଟ୍ର କ୍ରସ୍ ଭେରିଫିକେସନ୍ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଏପ୍ରିଲ ୨୬ରେ ଖାରଜ କରିଦେଇଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ୨୪ରେ ଏହି ଆବେଦନକୁ ଦ୍ୱିତୀୟ ଥର ପାଇଁ ରାୟ ପାଇଁ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍ ଦୀପଙ୍କର ଦତ୍ତ ତାଙ୍କ ୧୮ ପୃଷ୍ଠାର ମନ୍ତବ୍ୟରେ କହିଛନ୍ତି ଯେ କଠିନ ପରିଶ୍ରମ ଓ ନିଷ୍ଠା … Continue reading ଏଡିଆର ଉପରେ ଜଷ୍ଟିସ ଦତ୍ତଙ୍କ ମନ୍ତବ୍ୟ ଅଯଥା ଓ ଆଶ୍ଚର୍ଯ୍ୟଜନକ – ପ୍ରଶାନ୍ତ ଭୂଷଣ
Copy and paste this URL into your WordPress site to embed
Copy and paste this code into your site to embed