ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ

ଡେସ୍କ: ଝାଡ଼ଖଣ୍ଡରେ ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଚକ୍ରଧରପୁର ରେଳଡିଭିଜନ ଅନ୍ତର୍ଗତ ପୋଟୋବେଡା ଗାଁ ନିକଟରେ ବରବାମ୍ବୋ ଓ ଖାରସାୱା ରେଳ ଷ୍ଟେସନ ମଧ୍ୟରେ ଆଜି ସକାଳେ ହାଓଡ଼ା-ମୁମ୍ବାଇ ମେଲ୍ର ୧୮ଟି ବଗି ଲାଇନଚ୍ୟୁତ ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନର ବି-୪ ବଗିରୁ ଦୁଇ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ … Continue reading ହାଓଡ଼ା-ମୁମ୍ବାଇ ରେଳ ଦୁର୍ଘଟଣା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଶେଷ