ଗ୍ରାହକଙ୍କ ପାଇଁ ଖୁସି ଖବର ; ଜିଓ / ବିଏସଏନଏଲ, ଜାଣନ୍ତୁ କାହାର ପ୍ଲାନ୍‌ ସବୁଠାରୁ ଶସ୍ତା, ଗୋଟିଏ ରିଚାର୍ଜରେ ପରିବାରର ୪ ଜଣ ପାଇବେ ସବୁ ସୁବିଧା..

ନୂଆଦିଲ୍ଲୀ : ଗୋଟିଏ ରିଚାର୍ଜରେ ଘରର ସମସ୍ତ ସଦସ୍ୟ ସେହି ପ୍ଲାନ୍‌କୁ ବ୍ୟବହାର କରିପାରିବା ଭଳି ପ୍ଲାନ୍‌କୁ ଆପଣଙ୍କ ମଧ୍ୟ ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଟେଲିକମ୍‌ କମ୍ପାନୀ ଆଣିଛି ଏକ ଖାସ୍‌ ଓ ଆକର୍ଷଣୀଣ ଅଫର୍‌ । ଗୋଟିଏ ରିଚାର୍ଜରେ ୪ ଉପଭୋକ୍ତାଙ୍କ ପାଇଁ ସୁବିଧା ସାମିଲ ରହିଛି । ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓ ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲରର ଏହି ରିଚାର୍ଜ ପ୍ଲାନ୍‌ ରହିଛି । … Continue reading ଗ୍ରାହକଙ୍କ ପାଇଁ ଖୁସି ଖବର ; ଜିଓ / ବିଏସଏନଏଲ, ଜାଣନ୍ତୁ କାହାର ପ୍ଲାନ୍‌ ସବୁଠାରୁ ଶସ୍ତା, ଗୋଟିଏ ରିଚାର୍ଜରେ ପରିବାରର ୪ ଜଣ ପାଇବେ ସବୁ ସୁବିଧା..