ଟ୍ରେନ ଓ ରାସ୍ତା ମଝିରେ ରିଲ୍ସ ତିଆରି ଅଭିଯୋଗରେ ୨ ଯୁବତୀ ଗିରଫ

ଡେସ୍କ: ପ୍ରଥମେ ଦିଲ୍ଲୀ ମେଟ୍ରୋ ଏବଂ ପରେ ରାସ୍ତା ମଝିରେ ରିଲ୍ ତିଆରି କରିଥିବା ଝିଅମାନଙ୍କୁ ପୁଲିସ ଗିରଫ କରିଛି। ଟ୍ରାଫିକ୍ ନିୟମ ନ ମାନିବାରୁ ପୁଲିସ ୮୦ ହଜାର ଟଙ୍କାର ଚାଲାଣ ମଧ୍ୟ କାଟିଥିଲା, ଯାହା ପରେ ଯୁବତୀମାନେ କହିଥିଲେ ଯେ ଚାଲାଣ ଦେବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ। ଜେଲରୁ ଶାସନ କରିବେ କେଜ୍ରିୱାଲ ଭାଇରାଲ ହେଉଥିବା ଏହି ଝିଅମାନଙ୍କ ନାମ ହେଉଛି ପ୍ରୀତି ମୌର୍ଯ୍ୟ ଓ ବିନିତା। ସ୍କୁଟି ଚଳାଉଥିବା ବାଳକର … Continue reading ଟ୍ରେନ ଓ ରାସ୍ତା ମଝିରେ ରିଲ୍ସ ତିଆରି ଅଭିଯୋଗରେ ୨ ଯୁବତୀ ଗିରଫ