ବିଦ୍ୟୁତ କଟି ଯିବା ପରେ ମଧ୍ୟ ଚାଲିବ ଏହି ଫ୍ୟାନ୍‌ ; ଦାମ୍‌ ଏତିକି..

ନୂଆଦିଲ୍ଲୀ : ବିଦ୍ୟୁତ କଟିଯିବା ପରେ ସାଧାରଣତଃ ଲାଇଟ୍‌, ଫ୍ୟାନ୍‌ ବନ୍ଦ ହୋଇଯାଏ । ଏହି ସମସ୍ୟାରୁ ଦୂରରେ ରହିବା ପାଇଁ ଲୋକେ ନିଜ ନିଜ ଘରେ ଇନଭଟର ଲଗାଇ ଥାଆନ୍ତି । ଖରା ହେଉ ଅଥବା ବର୍ଷା ଅନେକ ସମୟରେ ବିଦ୍ୟୁତ କାଟ୍‌ ହୋଇଥାଏ । କିଛି ସ୍ଥାନରେ ବାରମ୍ବାର ବିଜୁଳି କଟି ଥାଏ । ଇନଭଟର ଲଗାଇବା ପାଇଁ ତୁରନ୍ତ ଅତି କମରେ ୨୦ ହଜାର ଟଙ୍କା ଆବଶ୍ୟକ ହୋଇଥାଏ । ଦେଖନ୍ତୁ ଭିଡିଓ … Continue reading ବିଦ୍ୟୁତ କଟି ଯିବା ପରେ ମଧ୍ୟ ଚାଲିବ ଏହି ଫ୍ୟାନ୍‌ ; ଦାମ୍‌ ଏତିକି..