୨ ଘଣ୍ଟାରେ ବିକ୍ରି ହୋଇଗଲା ରିୟଲମିର ଏହି ମଡେଲ, ଫିଚର୍ସ ଦେଖି କିଣିନେଲେ ଗ୍ରାହକ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ରିୟଲମି ନିକଟରେ ଭାରତୀୟ ବଜାରରେ ରିୟଲମି ଜିଟି ୬ଟି ସ୍ମାର୍ଟଫୋନରୁ ପରଦା ଉଠାଇଛି । ଏହି ସ୍ମାର୍ଟଫୋନ ଦେଶରେ ଜିଟି ସିରିଜକୁ ପୁଣି ନେଇଆସିଛି । ଡିଭାଇସର ପ୍ରଥମ ସେଲ୍ ଆସନ୍ତାକାଲିଠୁ ଆରମ୍ଭ ହେବ କିନ୍ତୁ ବ୍ରାଣ୍ଡ୍ ଡିଭାଇସକୁ ଶୀଘ୍ର ବିକ୍ରି କରିବା ପାଇଁ ଆଜି ଦ୍ବିପ୍ରହର ୧୨ଟାରୁ ୨ ଟା ପର୍ଯ୍ୟନ୍ତ  ବିକ୍ରି ଆରମ୍ଭ କରିଦେଇଛି । ଏହି ସେଲରେ ଫୋନ ୨ ଘଣ୍ଟା ପୂର୍ବରୁ ସୋଲ୍ଡ ଆଉଟ୍ … Continue reading ୨ ଘଣ୍ଟାରେ ବିକ୍ରି ହୋଇଗଲା ରିୟଲମିର ଏହି ମଡେଲ, ଫିଚର୍ସ ଦେଖି କିଣିନେଲେ ଗ୍ରାହକ