ବଜାରକୁ ଆସିଲା ରିୟଲମିର ଏହି ସ୍ମାର୍ଟଫୋନ୍, କମ୍ ଦାମରେ ମିଳୁଛି ଅନେକ ଫିଚର୍ସ

ନୂଆଦିଲ୍ଲୀ : ଚାଇନିଜ୍ ଟେକ୍ କମ୍ପାନୀ ରିୟଲମି ନାରଜୋ ୭୦ ପ୍ରୋ ୫ଜି ସ୍ମାର୍ଟଫୋନକୁ ୧୮,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଭାରତୀୟ ବଜାରରେ ଲଞ୍ଚ୍ କରିଦେଇଛି । ସ୍ମାର୍ଟଫୋନରେ ଉତ୍ତମ ଫଟୋଗ୍ରାଫି ଅନୁଭୂତି ପାଇଁ ୫୦ ମେଗାପିକ୍ସେଲର ସୋନି ଆଇଏମଏକ୍ସ୮୯୦ ଓଆଇଏସ୍ କ୍ୟାମେରା, ୬.୭ ଇଞ୍ଚର ଡିସପ୍ଲେ ଏବଂ ୬୭ ଡବ୍ଲୁ ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ୫ ହଜାର ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । Related Posts ବାଉଁଶୁଣି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ May … Continue reading ବଜାରକୁ ଆସିଲା ରିୟଲମିର ଏହି ସ୍ମାର୍ଟଫୋନ୍, କମ୍ ଦାମରେ ମିଳୁଛି ଅନେକ ଫିଚର୍ସ