ରେପୋ ରେଟ୍ ଅପରିବର୍ତ୍ତିତ, ଦରବୃଦ୍ଧିକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ୩ ଏପ୍ରିଲରେ ଏମପିସି ବୈଠକ ଆରମ୍ଭ ହୋଇଥିଲା । ଆଜି ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଏଥର ମଧ୍ୟ ରେପୋ ରେଟ୍ ସ୍ଥିର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶରେ ଦରବୃଦ୍ଧିକୁ ନଜରରେ ରଖି ସମିତି ଏହି ପଦକ୍ଷେପ ନେଇଛି । Related … Continue reading ରେପୋ ରେଟ୍ ଅପରିବର୍ତ୍ତିତ, ଦରବୃଦ୍ଧିକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି