ଡେସ୍କ: ନିୟମ ପାଳନ ନ କରିବା ଅଭିଯୋଗରେ ରିଜର୍ଭ ବ୍ୟାଙ୍କ ୩ଟି ସମବାୟ ବ୍ୟାଙ୍କ ଉପରେ ଆର୍ଥିକ ଜରିମାନା ଲଗାଇଛି। ରିଜର୍ଭ ବ୍ୟାଙ୍କର ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗ୍ରାହକଙ୍କ ପାଇଁ କେୱାଇସି ନିୟମ ପାଳନ ନ କରିବା ପାଇଁ ସୋଲାପୁରସ୍ଥିତ ଲୋକ ମଙ୍ଗଳ ସମବାୟ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ପୁଞ୍ଜି ଆବଶ୍ୟକତା ନିୟମ ପୂରଣ ନ କରିବା ପାଇଁ ମୁମ୍ବାଇର ସତାରା ସମବାୟ ବ୍ୟାଙ୍କ ଲିମିଟେଡ ଉପରେ ୨ … Continue reading ନିୟମ ମାନିଲେନି, ଗଣିବେ ତଣ୍ଡ
Copy and paste this URL into your WordPress site to embed
Copy and paste this code into your site to embed