ଶେଷ ହେବ ଅପେକ୍ଷା, ଆଜି ଖୋଲିବ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲାଯିବ ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଅବସରପ୍ରାପ୍ତ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ତଦାରଖ କମିଟି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା (ଏସ୍‌ଓପି)କୁ ଅନୁମୋଦନ କରିଛନ୍ତି ସରକାର। ଅଧ୍ୟକ୍ଷ ଶ୍ରୀ ରଥ କହିଛନ୍ତି, ଆଜି ଦିନ ଗୋଟାଏ ପରେ ଶୁଭ ସମୟ ଅଛି। ତେଣୁ ୧ଟାରୁ ୧.୩୦ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରତ୍ନଭଣ୍ଡାର … Continue reading ଶେଷ ହେବ ଅପେକ୍ଷା, ଆଜି ଖୋଲିବ ରତ୍ନଭଣ୍ଡାର