କିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର: ପହଞ୍ଚିଲା ୬ ସିନ୍ଦୁକ, ମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆଉ କିଛି ସମୟ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ମନ୍ଦିରରେ ଆସି ପହଞ୍ଚିଛି ୬ଟି ସିନ୍ଦୁକ। ମୋଟ ୧୫ଟି ସିନ୍ଦୁକ ବରାଦ ହୋଇଥିବାବେଳେ ଆଉ ୯ଟି ସିନ୍ଦୁକ ଖୁବଶୀଘ୍ର ଆସି ପହଞ୍ଚିବ। ରତ୍ନଭଣ୍ଡାରରୁ ଯେଉଁସବୁ ଅଳଙ୍କାର ବାହାରିବ ତାହାକୁ ସିନ୍ଦୁକରେ ରଖାଯିବ। ଏହି ସିନ୍ଦୁକ ଶାଗୁଆନ କାଠରେ ତିଆରି ହୋଇଥିବାବେଳେ ତାହା ଉପରେ ପିତ୍ତଳ ଛାଉଣୀ ଲଗାଯାଇଛି। ୨୦ ଜଣ କାରିଗର ୪୮ ଘଣ୍ଟା ମଧ୍ୟରେ ଏସବୁ ସିନ୍ଦୁକ ତିଆରି କରିଛନ୍ତି। … Continue reading କିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର: ପହଞ୍ଚିଲା ୬ ସିନ୍ଦୁକ, ମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଟିମ୍‌