ଏହି ସରଳ ମନ୍ତ୍ର ଜପ କଲେ ହୁଏ ସୁନ୍ଦର, ସୁସ୍ଥ, ଗୁଣବାନ୍‌ ସନ୍ତାନ ପ୍ରାପ୍ତି..

ସନ୍ତାନ ଗୋପାଳ ମନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ଏକ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ । ଯେଉଁମାନେ ଗର୍ଭବତୀ ଓ ଯେଉଁମାନେ ସନ୍ତାନ ପାଇଁ ଇଚ୍ଛୁକ ସେମାନେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବିଶେଷ ରୂପେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା କେବଳ ସନ୍ତାନ ପ୍ରାପ୍ତି ହୋଇନଥାଏ ବରଂ ସୁସ୍ଥ ଓ ଗୁଣବାନ୍‌ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଭଗବାନଙ୍କ ବିଶେଷ ଆଶୀର୍ବାଦ ମଧ୍ୟ … Continue reading ଏହି ସରଳ ମନ୍ତ୍ର ଜପ କଲେ ହୁଏ ସୁନ୍ଦର, ସୁସ୍ଥ, ଗୁଣବାନ୍‌ ସନ୍ତାନ ପ୍ରାପ୍ତି..