ଖୁବ୍ ଖାସ୍ ରାମଲାଲାଙ୍କ ରାମନବମୀ ; ଏହି ସ୍ୱତନ୍ତ୍ର ପୋଷାକ ପରିଧାନ କରିବେ ରାମଲାଲା..ଜାଣନ୍ତୁ ସବୁକିଛି

ଚୈତ ନବରାତ୍ରୀ ଶେଷ ଦିନରେ ରାମ ନବମୀ ପାଳନ କରାଯାଏ। ଚଳିତ ଥର ରାମନବମୀ ପର୍ବ ଏପ୍ରିଲ ୧୭ରେ ପାଳନ କରାଯିବ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ମାନବ ଅବତାର ପ୍ରଭୁ ଶ୍ରୀରାମ ଏହି ଦିନ ଜନ୍ମ ନେଇଥିଲେ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପରେ ଏହା ପ୍ରଥମ ରାମ ନବମୀ। ଏହି କାରଣରୁ ରାମ ମନ୍ଦିରରେ ରାମଲାଲାଙ୍କର ଜନ୍ମୋତ୍ସବର ଜୋରସୋର ପ୍ରସ୍ତୁତି କରାଯାଉଛି। ଜାଣନ୍ତୁ ରାମ … Continue reading ଖୁବ୍ ଖାସ୍ ରାମଲାଲାଙ୍କ ରାମନବମୀ ; ଏହି ସ୍ୱତନ୍ତ୍ର ପୋଷାକ ପରିଧାନ କରିବେ ରାମଲାଲା..ଜାଣନ୍ତୁ ସବୁକିଛି