କେମିତି କରିବେ ଶ୍ରୀରାମଙ୍କ ପୂଜା: ଜାଣନ୍ତୁ ପୂଜା ପାଇଁ ଶୁଭମୁହୂର୍ତ୍ତ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଏହି କାରଣରୁ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ରାମନବମୀ ପର୍ବ ସ୍ୱତନ୍ତ୍ର। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ଦିନ ରାମ ନବମୀ ପାଳନ କରାଯାଏ। ଏହି ବର୍ଷ ରାମ ନବମୀ ଏପ୍ରିଲ ୧୭ ତାରିଖ ଦିନ ପାଳନ କରାଯିବ। ଏହି ଦିନ ରୀତିନୀତି ଅନୁଯାୟୀ ଶୁଭ ସମୟରେ ଭଗବାନ ରାମଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର … Continue reading କେମିତି କରିବେ ଶ୍ରୀରାମଙ୍କ ପୂଜା: ଜାଣନ୍ତୁ ପୂଜା ପାଇଁ ଶୁଭମୁହୂର୍ତ୍ତ