ଦେଖନ୍ତୁ ଭିଡିଓ ; ସୁନା ଦୋକାନରେ ବୁଲାଇଲେ କଳା କନା

ରାଜଗାଙ୍ଗପୁର : ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ରାଜଗାଙ୍ଗପୁର ଟାଉନରେ ଥିବା ଏକ ସୁନା ଦୋକାନରୁ ଳକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନରେ ଅଭିଯୋଗ ହୋଇଛି। ୧୦ କେଜି ରୁପା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟ୍ କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁଖ୍ୟ ମାର୍ଗ ସ୍ଥିତ ଭୋଳାରାମ ଜୁଏଲର୍ସ ନାମକ ଏକ ସୁନା … Continue reading ଦେଖନ୍ତୁ ଭିଡିଓ ; ସୁନା ଦୋକାନରେ ବୁଲାଇଲେ କଳା କନା